ଉଜାଡିଦେଲା ବନ୍ୟା : ଚାଷୀକୂଳ ହତାଶ

ପରିବା ଦର ଆକାଶ ଛୁଆଁ ,ପୋଟଳ ଶହେ, କଞ୍ଚାଲଙ୍କା ଦୁଇ ଶହ ବାଲିଅନ୍ତା : ଯେଉଁ ବାଲିପାଟଣା ଓ ବାଲିଅନ୍ତା ଅଞ୍ଚଳ ରାଜଧାନୀକୁ ସଦ୍ୟ ପରିବା ଯୋଗାଉଥିଲା, ଆଜି ସେଠି ପରିବା ଦର ଆକାଶ ଛୁଆଁ ହୋ‌ଇଛି। କୁଆଖାଇ, କୁଶଭଦ୍ରା ଏବଂ ଭାର୍ଗବୀ ନଦୀ ବନ୍ୟାରେ ବ୍ୟାପକ ପରିବା ଫସଲ ଜମି ପଚିସଢ଼ି ନଷ୍ଟ ହୋଇଯାଇଥିବାରୁ ଏବେ ବିଲରେ ପରିବା କଷିଟିଏ ଦେଖିବାକୁ ମିଳୁନି। ତେଣୁ ଯେଉଁ ଅଞ୍ଚଳ ପରିବା … Continue reading ଉଜାଡିଦେଲା ବନ୍ୟା : ଚାଷୀକୂଳ ହତାଶ